https://kanaknews.com/cyber-fraud-rise-in-the-name-of-corona-vaccine/
କରୋନା ଟିକା ଦେବା ନାଁରେ ହୋଇପାରେ ବଡ ଧରଣର ସାଇବର ଠକେଇ । ଫୋନରେ କୌଣସି ବ୍ୟକ୍ତିଗତ ତଥ୍ୟ ନ ଦେବାକୁ ସତର୍କ କଲା କମିଶନରେଟ ପୋଲିସ ।